ଓଡ଼ିଆ ଭାଷାରେ ଏକ ନିର୍ଦ୍ଦିଷ୍ଟ ବିଷୟ(theme) ଉପରେ ଆଧାରିତ ହାଇକୁ ପ୍ରତିଯୋଗିତା(Kukai)ଯେଉଁଥିରେ ପ୍ରତ୍ୟେକ ପ୍ରତିଯୋଗୀ ନିଜେ ଗୋଟିଏ ହାଇକୁ ଦାଖଲ କରିବେ ଓ ନିଜେ ମତଦାନ(vote)କରି ଚୟନ କରିବେ ସର୍ବୋତ୍କୃଷ୍ଟ ହାଇକୁ - ଅନ୍ୟ ମାନଂକ ଅଜାଣତରେ ...